BREAKING
Loading...
:

କେନ୍ଦ୍ରକୁ ୨୫୨୬ କୋଟି ମାଗିଲା ଓଡ଼ିଶା ।

 



କେନ୍ଦ୍ରକୁ ୨୫୨୬ କୋଟି ମାଗିଲା ଓଡ଼ିଶା ।

ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା କେନ୍ଦ୍ରୀୟ ଟିମ୍‌ ।

କେନ୍ଦ୍ରକୁ ୨୫୨୬ କୋଟି ଟଙ୍କାର ସହାୟତା ମାଗିଲା ଓଡ଼ିଶା ।

ସୂଚନା ଦେଲେ SRC ରାଜେଶ ପ୍ରଭାକର ପାଟିଲ୍ ।

ଗଞ୍ଜାମ, ଗଜପତି ଓ କନ୍ଧମାଳ ପାଇଁ ୨୫୨୬ କୋଟି ମାଗିଲା ।

ସ୍ଥାୟୀ ସମାଧାନ ପାଇଁ ଅତିରିକ୍ତ ୧୦ ହଜାର କୋଟିର ସ୍ବତନ୍ତ୍ର ସହାୟତା ଦାବି ।

କେନ୍ଦ୍ରକୁ ୮ରୁ ୧୦ ଦିନ ଭିତରେ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବ ଟିମ୍ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS