BREAKING
Loading...
:

ଦିଲ୍ଲୀରେ ଭୁଶୁଡ଼ିଲା କୋଠା;୨ମୃତ, ଦୁଇ ଯନ୍ତ୍ରୀ ସସପେଣ୍ଡ।

 


ଦିଲ୍ଲୀରେ ଭୁଶୁଡ଼ିଲା କୋଠା;୨ମୃତ ।

ଦିଲ୍ଲୀ ଚାୱଡୀ ବଜାରରେ ନିର୍ମାଣାଧୀନ ୩ ମହଲା କୋଠା ଭୁଶୁଡ଼ି ୨ ମୃତ ।

କିଛି ଲୋକ କୋଠା ତଳେ ଚାପି ରହିଥିବା ସୂଚନା ।

ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ ।

କୋଠା ଭୁଶୁଡ଼ିବା ପରେ ନିର୍ମାଣ ସ୍ଥଳକୁ କରାଗଲା ସିଲ୍ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆକ୍ସନ: ୨ଯନ୍ତ୍ରୀ ସସ୍‌ପେଣ୍ଡ । 

ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣାରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଆକ୍ସନ ।

ଚାକିରିରୁ ସସ୍‌ପେଣ୍ଡ ହେଲେ JE ଓ ସହକାରୀ ଯନ୍ତ୍ରୀ ।

ଠିକାଦାରଙ୍କ ବିରୋଧରେ ଥାନାରେ ଏତଲା ।

କୌଣସି ଦୋଷୀଙ୍କୁ ଛଡ଼ାଯିବନି କହିଲେ ମୁଖ୍ୟମନ୍ତ୍ରୀ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS