BREAKING
Loading...
:

ନିଆଁ ନେଲା ୨ ପରିବାରର ୧୨ ଜୀବନ

 



ନିଆଁ ନେଲା ୨ ପରିବାରର ୧୨ ଜୀବନ ।

ମଧ୍ୟ ପ୍ରଦେଶରେ ଡବଲ୍‌ ଟ୍ରାଜେଡି; ୨ଟି ପରିବାରର ୧୨ ଜୀବନ୍ତ ଦଗ୍ଧ ।

ସିଓନି ଓ କଟ୍‌ନି ଜିଲ୍ଲାରେ ପୃଥକ ଭୟାବହ ଅଗ୍ନିକାଣ୍ଡ ।

ସିଓନିରେ ଗହଣା ବ୍ୟବସାୟୀଙ୍କ ୩ ମହଲା ଘରେ ଲାଗିଲା ନିଆଁ ।

ବାପାମାଆ ସମେତ ପରିବାରର ୬ ଜୀବନ୍ତ ଦଗ୍ଧ, ୪ ଗୁରୁତର

କଟ୍‌ନିରେ ବାଣ । ଦୋକାନରେ ନିଆଁ ଲାଗି ୩ ମହଲା କୋଠାକୁ ବ୍ୟାପିଲା ।

ସ୍ୱାମୀ-ସ୍ତ୍ରୀ, ବୋହୂ ଓ ନାତିନାତୁଣୀଙ୍କ ସହ ୬ ଜଳିଗଲେ ।

ମାଆ କୋଳରେ ଆଖି ବୁଜିଲା ୨ ମାସର ଶିଶୁପୁତ୍ର ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS