ଦିମାଗୀ ନକ୍ସଲଙ୍କୁ ସାବଧାନ #ମୋଦି
ପୁଣି ଦିମାଗୀ ନକ୍ସଲଙ୍କ ପ୍ରତି ସାବଧାନ ରହିବାକୁ ପରାମର୍ଶ ଦେଲେ ମୋଦି ।
ଛତିଶଗଡ଼ ବସ୍ତରରେ ନାଁ ନ ନେଇ ବିରୋଧୀଙ୍କୁ ସମାଲୋଚନା କଲେ ।
ହତିଆର ଧରିଥିବା ନକ୍ସଲ ଜଙ୍ଗଲରୁ ଶେଷ ହୋଇ ଯାଇଛନ୍ତି ।
କିନ୍ତୁ ଦିମାଗୀ ନକ୍ସଲ ଏବେବି ଅଛନ୍ତି, ଲୋକଙ୍କୁ ଉସୁକାଉଛନ୍ତି ।
ଦିମାଗୀ ନକ୍ସଲଙ୍କ କବ୍ଜାରେ ଏବେବି ଅନେକ ସଂଗଠନ ଅଛି ।
ଦିମାଗୀ ନକ୍ସଲ ଅନେକ ଦଳରେ ଅନୁପ୍ରବେଶ କରିଛନ୍ତି ।
ଏଭଳି ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ହରାଇବାକୁ ପଡ଼ିବ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق