BREAKING
Loading...
:

କେଜ୍ରିୱାଲଙ୍କୁ ହତ୍ୟା ଧମକ ।

 



କେଜ୍ରିୱାଲଙ୍କୁ ହତ୍ୟା ଧମକ ।

ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ହତ୍ୟା ଧମକ ।

୭ କୋଟି ଟଙ୍କା ନ ଦେଲେ କେଜ୍ରିୱାଲ ଓ ତାଙ୍କ ଝିଅକୁ ହତ୍ୟା କରିବାକୁ ଧମକ ।

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନାଁରେ ମିଳିଛି ଧମକପୂର୍ଣ୍ଣ ଚିଠି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS