*୮ ଜିଲ୍ଲାରେ ସ୍କୁଲ୍ ଛୁଟି*
ବାତ୍ୟା ଆଲର୍ଟ; ରାଜ୍ୟର ୮ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା.ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁରରେ ସ୍କୁଲ୍ ଛୁଟି ।
କେନ୍ଦ୍ରାପଡ଼ା, କନ୍ଧମାଳ, ମାଲକାନଗିରି ଓ ଖୋର୍ଦ୍ଧାରେ ସ୍କୁଲ୍ ଛୁଟି ।
ଖୋର୍ଦ୍ଧା ବ୍ୟତୀତ ଅନ୍ୟ ୬ ଜିଲ୍ଲାରେ ୧୯ରୁ ୨୧ ଯାଏଁ ଛୁଟି ।
ଖୋର୍ଦ୍ଧା ଓ ମାଲକାନଗିରି ଜିଲ୍ଲାରେ ୧୯ ଓ ୨୦ ତାରିଖରେ ଛୁଟି ।
ସମସ୍ତ ସ୍କୁଲ୍, କଲେଜ ସମେତ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା।
ଶିଶୁ ବାଟିକାଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବନ୍ଦ ରହିବ ।
୨୨ ତାରିଖ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ ।
ଛୁଟିରେ ଥିବା ଅଧିକାରୀ ଓ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق