*ଭିଜିଲାନ୍ସ ଜାଲରେ ତହସିଲଦାର...*
*-କଳାହାଣ୍ଡି: ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ତହସିଲଦାର ଚନ୍ଦନ ନାଏକ*
*-ଜମି ଚିହ୍ନଟ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ*
*-ତହସିଲ ଅଫିସ୍ ସମେତ ବାସଭବନରେ ଭିଜିଲାନ୍ସ ରେଡ୍*
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق