BREAKING
Loading...
:

ଅର୍ଣ୍ଣବ’ ପ୍ରଭାବରେ ବର୍ଷା ଓ ବନ୍ୟାରେ ୪ ମୃତ, ୧୨ ନିଖୋଜ -ଏସଆରସି

 *୪ମୃତ, ୧୨ନିଖୋଜ: SRC*




ଅର୍ଣ୍ଣବ’ ପ୍ରଭାବରେ ବର୍ଷା ଓ ବନ୍ୟାରେ ୪ ମୃତ, ୧୨ ନିଖୋଜ ।

ପ୍ରେସ୍‌ମିଟରେ ସୂଚନା ଦେଲେ SRC ରାଜେଶ ପ୍ରଭାକର ପାଟିଲ ।

'ରାଇକିଆରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି' ।

ଗଜପତି ଜିଲ୍ଲାରେ ନିଖୋଜ ଥିବା ଜଣଙ୍କର ମୃତ୍ୟୁ' ।

ଭଂଜନଗର ଗିଡ଼ିପାବାଲି ଗାଁର ନିଖୋଜ ୧୩ ମଧ୍ୟରୁ ଜଣେ ଠାବ' ।

ଏବେ ନିଖୋଜ ୧୨ ଜଣଙ୍କୁ ଖୋଜିବା କାମ ଆରମ୍ଭ ହୋଇଯାଇଛି' ।

ଭୂସ୍ଖଳନରେ ଗିଡ଼ିପାବାଲି ଗାଁ କ୍ଷତିଗ୍ରସ୍ତ ହୋଇଛି, ୫୦ ଜଣ ଥିଲେ' ।

ଗଂଜାମ ଜିଲ୍ଲା ପାତ୍ରପୁରରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ ।'

କେବଳ ଗଂଜାମ ଜିଲ୍ଲାରେ ବନ୍ୟାସ୍ଥିତି, ବିପଦ ସଂକେତ ତଳେ ଋଷିକୁଲ୍ୟା' ।

ସବୁ ଗାଁକୁ ଯୋଗାଯୋଗ ହୋଇଛି, ଅପହଞ୍ଚ ହୋଇ ରହିଛି ଗୋଟିଏ ଗାଁ' ।

ବାହ୍ୟ ଜଗତରୁ ବିଚ୍ଛିନ୍ନ ଗାଁକୁ ଆକାଶ ମାର୍ଗରୁ ରିଲିଫ୍‌ ଦେବା ବ୍ୟବସ୍ଥା' ।

ବନ୍ୟା ପ୍ରଭାବିତ ଗାଁକୁ ରିଲିଫ ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି' ।

ଗଂଜାମ ଜିଲ୍ଲାରେ ୩୬୭ଟି ରିଲିଫ୍‌ କ୍ୟାମ୍ପ କରାଯାଇଛି: SRC

ଗଂଜାମ ଜିଲ୍ଲାରେ ୧ ଲକ୍ଷ ୫ ହଜାର ୬୨୨ ଜଣ ପ୍ରଭାବିତ ହୋଇଛନ୍ତି' ।

-ଗଜପତି ଜିଲ୍ଲାରେ ୨୧ ହଜାର ୭୮୨ ପ୍ରଭାବିତ, ୩୪୦ ରିଲିଫ୍‌ କ୍ୟାମ୍ପ' ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS