*୪ମୃତ, ୧୨ନିଖୋଜ: SRC*
ଅର୍ଣ୍ଣବ’ ପ୍ରଭାବରେ ବର୍ଷା ଓ ବନ୍ୟାରେ ୪ ମୃତ, ୧୨ ନିଖୋଜ ।
ପ୍ରେସ୍ମିଟରେ ସୂଚନା ଦେଲେ SRC ରାଜେଶ ପ୍ରଭାକର ପାଟିଲ ।
'ରାଇକିଆରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି' ।
ଗଜପତି ଜିଲ୍ଲାରେ ନିଖୋଜ ଥିବା ଜଣଙ୍କର ମୃତ୍ୟୁ' ।
ଭଂଜନଗର ଗିଡ଼ିପାବାଲି ଗାଁର ନିଖୋଜ ୧୩ ମଧ୍ୟରୁ ଜଣେ ଠାବ' ।
ଏବେ ନିଖୋଜ ୧୨ ଜଣଙ୍କୁ ଖୋଜିବା କାମ ଆରମ୍ଭ ହୋଇଯାଇଛି' ।
ଭୂସ୍ଖଳନରେ ଗିଡ଼ିପାବାଲି ଗାଁ କ୍ଷତିଗ୍ରସ୍ତ ହୋଇଛି, ୫୦ ଜଣ ଥିଲେ' ।
ଗଂଜାମ ଜିଲ୍ଲା ପାତ୍ରପୁରରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ ।'
କେବଳ ଗଂଜାମ ଜିଲ୍ଲାରେ ବନ୍ୟାସ୍ଥିତି, ବିପଦ ସଂକେତ ତଳେ ଋଷିକୁଲ୍ୟା' ।
ସବୁ ଗାଁକୁ ଯୋଗାଯୋଗ ହୋଇଛି, ଅପହଞ୍ଚ ହୋଇ ରହିଛି ଗୋଟିଏ ଗାଁ' ।
ବାହ୍ୟ ଜଗତରୁ ବିଚ୍ଛିନ୍ନ ଗାଁକୁ ଆକାଶ ମାର୍ଗରୁ ରିଲିଫ୍ ଦେବା ବ୍ୟବସ୍ଥା' ।
ବନ୍ୟା ପ୍ରଭାବିତ ଗାଁକୁ ରିଲିଫ ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି' ।
ଗଂଜାମ ଜିଲ୍ଲାରେ ୩୬୭ଟି ରିଲିଫ୍ କ୍ୟାମ୍ପ କରାଯାଇଛି: SRC
ଗଂଜାମ ଜିଲ୍ଲାରେ ୧ ଲକ୍ଷ ୫ ହଜାର ୬୨୨ ଜଣ ପ୍ରଭାବିତ ହୋଇଛନ୍ତି' ।
-ଗଜପତି ଜିଲ୍ଲାରେ ୨୧ ହଜାର ୭୮୨ ପ୍ରଭାବିତ, ୩୪୦ ରିଲିଫ୍ କ୍ୟାମ୍ପ' ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق