BREAKING
Loading...
:

କୁବେର ପ୍ରିନ୍ସପାଲଙ୍କ ୧୧ପ୍ଲଟ୍

 



*କୁବେର ପ୍ରିନ୍ସପାଲଙ୍କ ୧୧ପ୍ଲଟ୍

ଭିଜିଲାନ୍ସ ପଞ୍ଝାରେ ବଲାଙ୍ଗିର ସରକାରୀ ITI କଲେଜ ପ୍ରିନ୍ସିପାଲ

ପ୍ରିନ୍ସିପାଲ ସୁରେଶ । କୁମାର ଦଳବେହେରାଙ୍କ ୨ଟି କୋଠା ଓ ୧୧ ପ୍ଲଟ୍‌ ଠାବ ।

ନଗଦ ୫.୧୬ ଲକ୍ଷ ଟଙ୍କା ସହ ୨୬୩ ଗ୍ରାମ୍ ସୁନା, ଅଢ଼େଇ କେଜି ରୁପା ଠାବ ।

ଗୋଟିଏ ହୁଣ୍ଡାଇ କାର୍ ସହ ୩ଟି ବାଇକ୍ ଠାବ ।

ଅତିଥି ପ୍ରଶିକ୍ଷକଙ୍କଠାରୁ ୩୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ ।

ବଲାଙ୍ଗିର ଭିଜିଲାନ୍ସ କୋର୍ଟରେ ହାଜର ହେଲେ ସୁରେଶ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS