ସରକାରୀ ସହାୟତା ନଗଣ୍ୟ: ନବୀନ*
ଗଞ୍ଜାମରେ ବନ୍ୟା ବିପନ୍ନଙ୍କୁ ଭେଟିଲେ ନବୀନ ପଟ୍ଟନାୟକ ।
କ୍ଷୟକ୍ଷତି ନେଇ ଚିନ୍ତା ପ୍ରକଟ କଲେ ବିରୋଧୀ ଦଳ ନେତା
କ୍ଷତି ତୁଳନାରେ ସରକାରୀ ସହାୟତା ନଗଣ୍ୟ କହିଲେ ନବୀନ ।
ସରକାର ପ୍ରୋ-ଆକ୍ଟିଭ୍ ହୋଇ କାମ କରିବାକୁ ଦେଲେ ପରାମର୍ଶ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment