*ବାତ୍ୟା ମୁକାବିଲା ପାଇଁ ୨୦୫ ଅଗ୍ନିଶମ ଟିମ୍*
ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବାହିନୀର ବ୍ୟାପକ ପ୍ରସ୍ତୁତି ।
୨୦୫ଟି ଟିମ୍ ସହ ମଇଦାନକୁ ଓହ୍ଲାଇବ ଅଗ୍ନିଶମ ବାହିନୀ ।
ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ଅଗ୍ନିଶମ ବିଭାଗ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق