BREAKING
Loading...
:

ଭାରତରତ୍ନଙ୍କୁ SIR ନୋଟିସ୍‌ ।

 



ଭାରତରତ୍ନଙ୍କୁ SIR ନୋଟିସ୍‌ ।

ଭାରତରତ୍ନ ପୁରସ୍କାର ବିଜେତା ବୈଜ୍ଞାନିକଙ୍କୁ ‘SIR’ ନୋଟିସ୍‌,

ଭାରତରତ୍ନ ବିଜେତା ବୈଜ୍ଞାନିକ ପ୍ରଫେସର ସିଏନଆର ରାଓଙ୍କୁ ନୋଟିସ୍‌ ।

୯୨ ବର୍ଷୀୟ ବୈଜ୍ଞାନିକ ପ୍ରଫେସର ରାଓଙ୍କୁ ବ୍ୟକ୍ତିଗତ ହାଜର ନୋଟିସ୍‌ ।

୨୦୦୨ ଇଲେକ୍ଟୋରାଲ ରେକର୍ଡରେ ନାଁ ରହିଛି ‘Prof C N R Rao’

ବର୍ତ୍ତମାନ ରେକର୍ଡରେ ନାଁ ରହିଛି ‘Proff C N R Rao’ ।

ଗୋଟିଏ ଅତିରିକ୍ତ ‘f’ ଜନିତ ତ୍ରୁଟି ପାଇଁ ବ୍ୟକ୍ତିଗତ ହାଜର ନୋଟିସ୍‌ ।

କର୍ଣ୍ଣାଟକ ମାଲେଶ୍ବରମ ସ୍ଥିତ IISCରେ ହାଜର ହୋଇ ତଥ୍ୟ ରଖିବାକୁ ନୋଟିସ୍‌ ।

ଦେଶର ତୃତୀୟ ବୈଜ୍ଞାନିକ ଭାବେ ୨୦୧୪ରେ ପାଇଥିଲେ ‘ଭାରତରତ୍ନ’ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS