BREAKING
Loading...
:

୨୧ରେ ଅବପାତ, ୨୨ରେ ଗଭୀର ଅବପାତ

 *୨୧ରେ ଅବପାତ, ୨୨ରେ ଗଭୀର ଅବପାତ*



୨୧ରେ ଅବପାତ, ୨୨ରେ ଗଭୀର ଅବପାତ ସମ୍ଭାବନା.

ଏହାଦ୍ଵ।ରା  ଲଘୁଚାପ କ୍ଷେତ୍ର ସୃଷ୍ଟିର ଅଧିକ ସମ୍ଭାବନା ।

ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବ ।

ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ କ୍ରମଶଃ ଘନୀଭୂତ ହେବ ।

୨୧ ବେଳକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ ନେବ ।

୨୨ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଗଭୀର ଅବପାତ ସମ୍ଭାବନା ।

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଗଭୀର ଅବପାତ ସମ୍ଭାବନା ।

ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି ଜାରି ରଖି ଉପକୂଳ ମୁହାଁ ହେବ ।

-୨୩ ସକାଳ ବେଳକୁ ଦକ୍ଷିଣ ଓଡ଼ିଶାକୁ ମୁହାଇବ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS