ଗଞ୍ଜାମ ,ପୁଣି ଗଞ୍ଜାମ ରେ ଚୋରଙ୍କ ଟାର୍ଗେଟ ମନ୍ଦିର ଉପରେ ଚୋରି ବିଗୁଲ ବାଜିଲା । ====
ଗଞ୍ଜାମ ସହରର ବଡ଼ ବଜାର ଠାରେ ମହାପ୍ରଭୁ ହନୁମାନ ଲଛମନ ବାଲାଜୀ. ରାମେଶ୍ୱର ମହାଦେବ ଓ ସାନ ବଜାର କୈବର୍ତ୍ତ ସାହିରେ ରାଧା କୃଷ୍ଣ ଠାକୁରଙ୍କ ଚୋରି ହେବାର ସୂଚନା ମିଳିଛି । ସକାଳ ସମୟରେ ଠାକୁର ଙ୍କ ନୀତି ସେବା ଏକ ବ୍ୟତିକ୍ରମ ଘଟିଥିବା ଏ ନେଇ ମନ୍ଦିର ସେବକ ପ୍ରତିକ୍ରିୟା ରଖି ଛନ୍ତି ଗୋଟିଏ ରାତ୍ରରେ ଚାରିଗୋଟି ମନ୍ଦିର ରୁ ଚୋରି ହେବା ବିଷୟ କୁ ନେଇ ଅଂଚଳ ବାସୀଙ୍କ ମନରେ ଏକ ଛନକା ଚୋରଙ୍କ ଏହି ଦୌରାତ୍ମ୍ୟ ଙ୍କୁ ଭୟ ଭିତ ହେବାର ଦେଖିବାକୁ ମିଳିଛି । ହନୁମାନ ମନ୍ଦିର ରୁ ଠାକୁର ଙ୍କ କିରଟି ଓ ବାଲାଜୀ ଜୀଉ ଙ୍କ ଦୁଇ ଗୋଟି କିରଟି ରାମେଶ୍ୱର ଙ୍କ ମହାଦେବ ଙ୍କ କୌଣସି ଚୋରି ହୋଇନାହିଁ ବୋଲି ପୋଲିସ ଠାରୁ ସୂଚନା ମିଳିଥିବା ବେଳେ କୈବର୍ତ ସାହି ରାଧା କୃଷ୍ଣ ଠାକୁର ଙ୍କ ଛଅ ଗୋଟି କିରଟି ଏକ ବଂଶୀ ଚୋରି ହେବା ର ସାହି ବାସିନ୍ଦା ଜଗଦୀଶ ବେହେରା ପ୍ରତିକ୍ରିୟା ରଖିଛନ୍ତି । ପ୍ରକାଶ ଥାଉକି ଯେ, ପାର୍ବଣ ଋତୁ ଆରମ୍ଭ ରେ ଅଗ୍ରପୁଜ୍ୟ ବିନାୟକ ଙ୍କ ପୂଜା ଏବଂ ବିଶ୍ୱକର୍ମା ଙ୍କ ପୂଜା ସାରିବା ପରେ ଆଗାମୀ ଦିନରେ ପର୍ବ ପର୍ବାଣି ମାହୋଲ ମଧ୍ୟରେ ଠାକୁର ଙ୍କ ମନ୍ଦିର ରୁ ଚୋରି ଘଟଣା କୁ ନେଇ ଅଂଚଳ କୁ ଖରାପ ଅଛି ବୋଲି ବୁଦ୍ଧି ଜିବି କହୁଛନ୍ତି । ଏହି ଘଟଣା ର ତଦନ୍ତ ଗଞ୍ଜାମ ଥାନା ଅଧିକାରୀ ସୁମିତ୍ରା ପାତ୍ର ଙ୍କ ନିର୍ଦେଶ କ୍ରମେ ଶୁଭ ଲଷ୍ମୀ କଅଁର ତଦନ୍ତ ଚଳାଇଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment