BREAKING
Loading...
:

ମହାବଳ ବାଘକୁ ଘରେ ତାଲା

 



ମହାବଳ ବାଘକୁ ଘରେ ତାଲା ।

ବାରିପଦା: ଠାକୁରମୁଣ୍ଡା ରେଞ୍ଜ ଖପରାଖାଇ ଗାଁରେ ବାଘକୁ ତାଲା ।

ଘର ଭିତରେ ମହାବଳ ବାଘକୁ ତାଲା ପକାଇଲେ ଗାଁ ଲୋକେ ।

ବାଘଟି ଘରେ ପଶିଥିବା ବେଳେ ବାହାରୁ କବାଟ ବନ୍ଦ କରି ଦେଲେ ଲୋକେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

ବାଘକୁ ସୁରକ୍ଷିତ ଉଦ୍ଧାର ପାଇଁ ଖପରାଖାଇ ଗାଁରେ ବନ ବିଭାଗ ଟିମ୍ ।

Post a Comment

Previous Post Next Post
Header ADS