ଗେଟ୍ବଜାର ଫ୍ଲାଏ ଓଭର୍ର ହେବ ସ୍ୱତନ୍ତ୍ର ଯାଞ୍ଚ ।
ବ୍ରହ୍ମପୁର: ଗେଟ୍ ବଜାର ଫ୍ଲାଏଓଭର ନିର୍ମାଣର ହେବ ସ୍ୱତନ୍ତ୍ର ଯାଞ୍ଚ ।
ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବେ କ୍ୱାଲିଟି କଣ୍ଟ୍ରୋଲ୍ ଟିମ୍ ।
ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ଅଭିଯୋଗ ପରେ ଟେକ୍ନିକାଲ୍ ଅଡିଟ୍ ନିର୍ଦ୍ଦେଶ ।
ସ୍ୱତନ୍ତ୍ର ଯାଞ୍ଚ କରି ବିସ୍ତୃତ ରିପୋର୍ଟ ଦେବାକୁ ପୂର୍ତ୍ତ ବିଭାଗର ନିର୍ଦ୍ଦେଶ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment