BREAKING
Loading...
:

ସମ୍ୱଲପୁରରେ ଏନ୍‌କାଉଣ୍ଟର

 


ସମ୍ୱଲପୁରରେ ଏନ୍‌କାଉଣ୍ଟର ।

ସମ୍ବଲପୁର: ସୁଦୁଙ୍ଗା ଜଙ୍ଗଲ ନିକଟରେ ଏନ୍‌କାଉଣ୍ଟର ।

ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ଇରଫାନ୍‌ ଆହତ ।

ଇରଫାନ୍‌ର ବାମ ଗୋଡ଼ରେ ବାଜିଛି ୨ଟି ଗୁଳି ।

ଚିକିତ୍ସା ପାଇଁ ବୁର୍ଲା VIMSARରେ ଭର୍ତ୍ତି ଇରଫାନ୍‌ ।

ଏକ ପିସ୍ତଲ, ଗୁଳି ଓ ୩ଟି ଖୋକା ଓ ବାଇକ୍‌ ଜବତ ।

ପୋଲିସ୍‌ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲା ଇରଫାନ୍‌ ।

ଇରଫାନ୍‌ ନାଁରେ ବିଭିନ୍ନ ଥାନାରେ ୨୪ ମାମଲା ରହିଛି ।

ଇରଫାନ୍‌ର ୨ ସହଯୋଗୀଙ୍କୁ କାବୁ କରିଛି ପୋଲିସ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS