BREAKING
Loading...
:

କାର ବୁଡିଯିବାରୁ ସ୍ବାମୀ ସ୍ତ୍ରୀ ମୃତ




 କାର ବୁଡିଯିବାରୁ ସ୍ବାମୀ ସ୍ତ୍ରୀ ମୃତ ।

ପାରାଦୀପ: ଭାରସାମ୍ୟ ହରାଇ ବୁଡିଲା କାର; ସ୍ବାମୀ-ସ୍ତ୍ରୀ ମୃତ ।

ଲକ୍‌ ଥାନା ପାରାଦୀପ ଗଡ ଗାଁ ନିକଟରେ ଅଭାବନୀୟ ଘଟଣା ।

ଭାରସାମ୍ୟ ହରାଇ ପାଣି ଭର୍ତ୍ତି ଖାଲରେ ଓଲଟିଲା କାର୍,

ସକାଳୁ ଉଦ୍ଧାର କଲା ଲକ୍‌ ଥାନା ପୋଲିସ, ସ୍ବାମୀ-ସ୍ତ୍ରୀ ମୃତ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS