ଦିନେ ଥିଲା ମନ୍ଦିର, ଆଜି ସେଠି ସମୁଦ୍ର। ଗଞ୍ଜାମ ଜିଲ୍ଲା ପୋଡ଼ମପେଟା ସମୁଦ୍ର ବେଳାଭୂମିରେ ଦୃଶ୍ୟମାନ ହେଲା ୨୫ ବର୍ଷ ହେଲା ପୋତି ହୋଇଥିବା ମନ୍ଦିର। ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହୋଇଛି ମନ୍ଦିରର ଚୂଡା,
ଗଞ୍ଜାମ ପୁରୁଣା ପୋଡ଼ମପେଟା ସମୁଦ୍ର ବେଳାଭୂମିରେ ରହସ୍ୟମୟ ଦଧିନଉତି ଠାବ, ମାଟି ତଳେ ପୋତି ହୋଇ ରହିଛି ମନ୍ଦିରର ଅଂଶ, ଦିନେ ଥିଲା ଜନବସତି, ସମୁଦ୍ର କୂଳ ଲଙ୍ଘିବାରୁ ଘରଦ୍ୱାର ଲୀନ, ମାଟି ତଳେ ସମ୍ପୂର୍ଣ୍ଣ ମନ୍ଦିର ଅଛି କି କେବଳ ଦଧିନଉତି, ତାହାକୁ ନେଇ ବଢୁଛି ରହସ୍ୟ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق