ଅକ୍ଟୋବର। ସୁଦ୍ଧା ମିଳିବ ବକେୟା ଭତ୍ତା ।
ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା ।
ବିଧାନସଭାରେ ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା .।
ରାଜ୍ୟରେ ସମୁଦାୟ ୨୦ ଲକ୍ଷ ୩୩ ହଜାର ୯୫୯ ହିତାଧିକାରୀ ରହିଛନ୍ତି' ।
'ଏମାନେ ସମସ୍ତେ ଇନ୍ଦିରା ଗାନ୍ଧୀ ଜାତୀୟ ଭତ୍ତା ଯୋଜନାର ହିତାଧିକାରୀ' ।
ଗତ ୪ ମାସ ହେବ କିଛି ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇନାହିଁ' ।
'ବିଭିନ୍ନ ବୈଷୟିକ ତ୍ରୁଟି କାରଣ ସାଜିଛି, ସରକାର ଅବଗତ ଅଛନ୍ତି' ।
'ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର' ।
ରାଜ୍ୟ ଓ କେନ୍ଦ୍ର ସରକାର ଏବଂ ଟ୍ରେଜେରୀ ସହଯୋଗରେ ପଦକ୍ଷେପ ଗ୍ରହଣ' ।
'ହିତାଧିକାରୀଙ୍କୁ ବକେୟା ଅର୍ଥ ସହ ନିୟମିତ ଭତ୍ତା ପ୍ରଦାନ ପ୍ରକ୍ରିୟା ଜାରି' ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق