BREAKING
Loading...
:

ହଳଦିଆପଦର ବ୍ରିଜ୍‌ରେ ସଡ଼କ ଦୁର୍ଘଟଣା*

 




*ବ୍ରହ୍ମପୁର,    ହଳଦିଆପଦର ବ୍ରିଜ୍‌ରେ   ସଡ଼କ ଦୁର୍ଘଟଣା*

*କାର୍,  ବାଇକ୍‌  ଓ  ଏକ୍ସେଲ୍‌  ମଧ୍ୟରେ  ଧକ୍କା;     ୨ ଜଣ ଆହତ*

 ହଳଦିଆପଦର ଓଭର ବ୍ରିଜ୍‌ ଉପରେ କାର୍‌, ବାଇକ୍‌ ଓ ଏକ୍ସେଲ୍‌ ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାଇକ ଚାଳକ ଓ ଏକ୍ସଲ ଚାଳକ ଆଦି ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଏକ୍ସଲ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡ଼ିକାଲକୁ ନିଆଯାଇଥିବା ସୂଚନା ମିଳିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS