BREAKING
Loading...
:

ରାୟଗଡା ଜିଲ୍ଲା ର ଗୁଣପୁର ବ୍ଲକ ପୁଟାସିଂ ଥାନା ଅନ୍ତର୍ଗତ ଟଳନା ଘାଟିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l

 ରାୟଗଡା ଜିଲ୍ଲା ର ଗୁଣପୁର ବ୍ଲକ  ପୁଟାସିଂ ଥାନା ଅନ୍ତର୍ଗତ ଟଳନା ଘାଟିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l 



,,,,,,,,,,,,,,,,,,,,,,,,,,,,,,,,,,,,,,,,,,





ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ 

ପୁଟାସିଂ ଥାନା ଅନ୍ତର୍ଗତ ଠାରେ ଟଲଣା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଶ୍ରମିକ ବେଜେଇ ମେକ୍ସ ପିକଅପ l  ଏହି ଖବର ଶୁଣିବାରୁ ସାଙ୍ଗେ ସାଙ୍ଗେ ପୁଟାସିଂ ଥାନା ଅଧିକାରୀ ଶ୍ରୀ ବିନ୍ଧୁଲତା ନାୟକ ଏବଂ ପେଲିସ ସହାୟତା ରେ ସେହି ସ୍ଥାନକୁ ପହଂଚି ଗୁରୁତର ଆହତ ବ୍ୟକ୍ତି ମାନଙ୍କୁ 108, ଆମ୍ବୁଲାନ୍ସ ଗୁଣୁପୁର ଚିକିତ୍ସାଲୟ ପଠାଇ ଦିଆଯାଇଛି ଗାଡି ନଂ ଓଡି 18, ସି 6842,ଏମାନଙ୍କ ମଧ୍ୟରେ ଦଶ ଗୁରୁତର ଆଠ ଆହତ ସମସ୍ତ ଆହତ ଶ୍ରମିକ ମିଶି ଅଠର ଜଣ ଏମାନଙ୍କ ମଧ୍ୟରୁ ଦଶ ଜଣକୁ ପାରଳାଖେମୁଣ୍ଡି ଚିକିତ୍ସାଲୟ କୁ ସ୍ତାନାନ୍ତରିତ କରାଯାଇଛି ସମସ୍ତ ଆହତ ଗୁରୁତର ମାନେ ହେଲେ ରୁଜାନ ଗମାଙ୍ଗ (42)ସାମନ ଗମାଙ୍ଗ (35)ଗୌତ୍ତମ ଗମାଙ୍ଗ (30)ଅମ୍ବିକା ଗମାଙ୍ଗ (46)ରଞ୍ଜନ ଶବର (45)ଜୟମନି ଗମାଙ୍ଗ (45)ସୁନିତା ଦଳବେହେରା (40)ମାଳିଶା ଗମାଙ୍ଗ (35)ଇସ୍ରାଏଲ ଗମାଙ୍ଗ (45)କୁମାରୀ ଗମାଙ୍ଗ (30)ରାମେନି ଗମାଙ୍ଗ (35)ଶାନ୍ତି ଗମାଙ୍ଗ (40)ସମସ୍ତ ଶ୍ରମିକ ଶଗଡା ଗ୍ରାମର ରହିଥିବା ବେଳେ ଜମିରେ ଧାନ ରୁଆ ପାଇଁ ପଦ୍ମପୁର ବ୍ଲକ ଡକାଶିକାଲି ଗ୍ରାମର ଅବିମୁଖେ ଯାଉଥିଲେ ବୋଲି ଜଣାପଡିଛି ପାଖାପାଖି ତିରିଶି ରୁ ଚାଳିଶି ଜଣ ସଂଖ୍ୟା ଲୋକ ଦେଖିବାକୁ ମିଳିଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS