BREAKING
Loading...
:

ଏକ ଘରୋଇ ଯାତ୍ରୀବାହି ବସ ରୁ 7 ଲକ୍ଷ ଟଙ୍କାର ଗୁଟଖା ଜବତ କଲା ଗଜପତି ଜିଲ୍ଲା ଅଡବା ଥାନା ପୋଲିସ

 



*ଏକ ଘରୋଇ ଯାତ୍ରୀବାହି ବସ ରୁ 7 ଲକ୍ଷ ଟଙ୍କାର ଗୁଟଖା ଜବତ କଲା ଗଜପତି ଜିଲ୍ଲା ଅଡବା ଥାନା ପୋଲିସ l କାମଧେନୁ ନାମକ ଘରୋଇ ବସ ବ୍ରହ୍ମପୁର ରୁ ଉମରକୋଟ ଯାଉଥିଲା l ଅଡବା ଥାନା ନିକଟରେ ପୋଲିସ ବସ କୁ ଯାଞ୍ଚ କରିଥିଲେ l ଯାଞ୍ଚ ପରେ 7 ଟି ବସ୍ତାରେ ବେଆଇନ ଭାବେ ଗୁଟଖା ଚାଲାଣ ହେଉଥିବା ଜଣାପଡିଥିଲା l ଚାଲାଣ ହେଉଥିବା ଗୁଟଖା ର କୌଣସି ବୈଧ କାଗଜ ପତ୍ର ନଥିବାରୁ ପୋଲିସ ଜବତ କରିଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS