BREAKING
Loading...
:

ଗାଙ୍ଗପୁର ଥାନା କୁଲାଙ୍ଗି ଗାଁରେ ବୃଦ୍ଧଙ୍କୁ ହତ୍ୟା ।

 



ଭଞ୍ଜନଗର, (ଗଞ୍ଜାମ )

* ଗାଙ୍ଗପୁର ଥାନା କୁଲାଙ୍ଗି ଗାଁରେ ବୃଦ୍ଧଙ୍କୁ ହତ୍ୟା ।

* ଗ୍ରାମ ର ଅଙ୍ଗନାବାଡି କେନ୍ଦ୍ର ସମ୍ମୁଖ ରେ ଘଟିଛି ହତ୍ୟାକାଣ୍ଡ ।

* ମୃତ ବୃଦ୍ଧ ଜଣକ ହେଲେ ବାବୁ ସ୍ଵାଇଁ ।

* ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ।

* ପୂର୍ବ ଶତୃତାରୁ ଘଟିଛି ହତ୍ୟାକାଣ୍ଡ ।

* ପୋଲିସ ଦ୍ଵାରା ଜଣେ ଯୁବକ ଅଟକ । ପୋଲିସ ର ତଦନ୍ତ ଆରମ୍ଭ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS