ବାଲିଅନ୍ତା ସୌମ୍ୟମର୍ଡର;ଚାର୍ଜସିଟ୍ ଦାଖଲ ।
ବାଲିଅନ୍ତା ସୌମ୍ୟ ମର୍ଡର; ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ ।
୧୧ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ ।
ଗିରଫ ୨୦ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ।
ଭୁବନେଶ୍ୱର SDJM କୋର୍ଟରେ ୭୬୭ ପୃଷ୍ଠାର ଚାର୍ଜସିଟ୍ ଦାଖଲ ।
ଗିରଫ ଆଉ ୯ ଜଣଙ୍କ ସମ୍ପୃକ୍ତି ପ୍ରମାଣ ମିଳିନି ଜଣାଇଲା ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق