ବିଦାହେବେ ଆଉ ୬ ବାଂଲାଦେଶୀ ।
ଟ୍ୱିନ ସିଟିରେ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ସହ ତଡ଼ିପାର ।
ଆଉ ୬ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କଲା ପୋଲିସ ।
ଚିହ୍ନଟ ହୋଇଥିବା ବାଂଲାଦେଶୀଙ୍କ ବିରୋଧରେ ରହିଛି ଅପରାଧିକ ମାମଲା ।
ଅଦ୍ୟାବଧି ଟ୍ୱିନ ସିଟିରୁ ୪୮ ବାଂଲାଦେଶୀ ହେଲେଣି ବିଦା।
ବିଏସ୍ଏଫ୍ ଓ ପଶ୍ଚିମବଙ୍ଗ ସରକାର ସହ ଆଲୋଚନା କରି ବିଦା ନିଷ୍ପତ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق