*ବ୍ରହ୍ମପୁର ଜିଲ୍ଲା ପୋଲିସ୍ କୁ ପୁଣି ଅପରାଧୀ ଙ୍କ ଖୋଲା ଚ୍ୟାଲେଞ୍ଜ।*
ଗୋଳନ୍ଥରା ଥାନା ଇଲାକାରେ ବୁଲିଲା ଖଣ୍ଡା, ଦୁର୍ବୃତ୍ତ ଙ୍କ ଖଣ୍ଡା ଚୋଟ ରେ କନିଷି ଗାଁ ର ଯୁବକ ଆହତ l
ଏହି ଘଟଣା ହେଉଛି ବ୍ରହ୍ମପୁର ପୋଲିସ ଜିଲ୍ଲା ଅଧୀନସ୍ଥ ଗୋଳନ୍ଥରା ଥାନା କନିଷି ଢ଼ାବା ନିକଟର l ସାମାନ୍ୟ ବଚସା କୁ ନେଇ କନିଷି ,ହଳଦିଆ ପଦର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା କିଛି ସ୍ଥାନୀୟ ଅପରାଧୀ ଗୋଷ୍ଠୀ ର ଯୁବକ ଏହି ଘଟଣା ଘଟାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଥିବା ବେଳେ ଅପରାଧ ଘଟାଇ ଅପରାଧୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି l ଗୋଳନ୍ଥରା ପୋଲିସ୍ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବା ଜଣା ପଡିଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق