ଲୋକସଭା ମୌସୁମୀ ଅଧିବେଶନ ଶେଷ ।
ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ ।
ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଅନ୍ତିମ ଦିନରେ ଚାଲିପାରିଲାନି କାର୍ଯ୍ୟକାଳ,
ବନ୍ଦେ ମାତରମ ଗାନ ପରେ ଲୋକସଭାକୁ ମୁଲତବୀ କଲେ ବାଚସ୍ପତି ।
ପେପର ଲିକ୍ ବିବାଦରୁ ସରଗରମ ରହିଥିଲା ମୌସୁମୀ ଅଧିବେଶନ
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق