ର୍କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବାଲିପଡ଼ା ପଞ୍ଚାୟତ ସରକାରୀ ଜାଗାରୁ ବେଧଡକ ଚାଲିଛି ମୋରମ ଚାଲାଣ । ବାରମ୍ବାର ଗ୍ରାମବାସୀ ଓ ସରପଞ୍ଚଙ୍କ ବିରୋଧ କରିବା ସତ୍ତ୍ୱେ ଖାତିର କରୁନାହାନ୍ତି ମାଫିଆ । ମାଇନ୍ସ ଅଧିକାରୀ ସବୁ ଜାଣି ନୀରବ ଦ୍ରଷ୍ଟା ସାଜି ମାଫିଆ ଙ୍କ ସହ ଚଳାଇଛନ୍ତି ମଧୁଚନ୍ଦ୍ରିକା । ଗ୍ରାମବାସୀ ବାରମ୍ବାର ଅଭିଯୋଗ ସତ୍ତ୍ୱେ କାର୍ଯ୍ୟନୁଷ୍ଠାନ ବଦଳରେ ମିଳୁଛି ଧମକ । ପ୍ରଶାସନ ଓ ରାଜନେତାଙ୍କ ସ୍ୱାର୍ଥରେ ଲୁଟ୍ ହେଉଛି ବୋଲି ସାଧାରଣରେ ଚର୍ଚ୍ଚା । ପିସି ପାଇ ସଂସ୍କାରୀ ସାଜି-ନଜାଣିବା ଅଭିନୟ କରୁଛନ୍ତି ମାଇନ୍ସ ଅଧିକାରୀ । ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମଧ୍ୟ ଚୁପ୍ ରହିଛି ପ୍ରଶାସନ ।
କେବେ ହେବ କାର୍ଯ୍ୟନୁଷ୍ଠାନ, ଅପେକ୍ଷାରେ ବାଲିପଡ଼ା ପଞ୍ଚାୟତବାସୀ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق