ମହାପ୍ରଭୁଙ୍କୁ ଲାଗିହେବ ଦଶମୂଳ ମୋଦକ ।
ଆଜି ଶ୍ରୀମନ୍ଦିରରେ ଖଳିଲାଗି ଏକାଦଶୀ ନୀତି ।
ଜ୍ବରରୁ ଧିରେଧିରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ ।
ଆଜି ମହାପ୍ରଭୁଙ୍କୁ ଲାଗି ହେବ ଦଶମୂଳ ମୋଦକ ।
ଆଜିଠାରୁ ମହାପ୍ରଭୁଙ୍କୁ ତୁଳସୀ ଲାଗି ଆରମ୍ଭ ହେବ ।
କାଲି ଗଜପତିଙ୍କୁ ଦିଆଯିବ ମହାପ୍ରଭୁଙ୍କ ସୁସ୍ଥତା ବାର୍ତ୍ତା ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق