କଟକରେ ସ୍ୱରେଜ କାମ ବେଳେ ୫ ଫୁଟ୍ ତଳକୁ ଦବିଗଲା ରାସ୍ତା ।
ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍ ଛକରେ ହଠାତ୍ ଦବିଗଲା କଂକ୍ରିଟ୍ ରୋଡ୍ ।
ବିରକ୍ତି ପ୍ରକାଶ କଲେ କର୍ପୋରେଟର ସନ୍ତୋଷ କୁମାର ଭୋଲଙ୍କ ସମେତ ଶହ ଶହ ସଂଖ୍ୟାରେ ସ୍ଥାନୀୟ ବାସୀନ୍ଧା ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق