BREAKING
Loading...
:

କୋଭିଡ୍‌ ପରିସ୍ଥିତି ନାହିଁ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

 କୋଭିଡ୍‌ ପରିସ୍ଥିତି ନାହିଁ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।



କୋଭିଡ୍‌ ପରିସ୍ଥିତି ନାହିଁ କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ବର୍ତ୍ତମାନ କୋଭିଡ୍‌ ସାଧାରଣ ଥଣ୍ଡା, ଜ୍ୱରରେ ସୀମିତ ଅଛି ।

ଗଞ୍ଜାମ ଖବର ଗଣମାଧ୍ୟମରୁ ମିଳିଛି- ଡା. ରବୀନ୍ଦ୍ରନାଥ ମିଶ୍ର ।

୨ ଜଣ ସଂଘରୋଧରେ ଘରେ ଅଛନ୍ତି, ଜଣେ ହସ୍ପିଟାଲରେ ଅଛନ୍ତି ।

ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଅଛି କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS