ଫାଇଲ୍ଚୋରି, ମୁଖ୍ୟମନ୍ତ୍ରୀଙ୍କୁ ସିପିଙ୍କ ଅପଡେଟ୍ ।
CMOରୁ ଫାଇଲ ଚୋରି ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ଅପଡେଟ୍ କଲେ କମିଶନର ।
ତଦନ୍ତରେ ଅଗ୍ରଗତି ନେଇ ପୋଲିସ କମିଶନର ଓ ଡିସିପିଙ୍କ ସୂଚନା ।
ଫାଇଲ ଚୋରି କରିଥିବା ବ୍ୟକ୍ତି ଅସୁସ୍ଥ ଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ ।
ସୁସ୍ଥ ହେବା ପରେ ସନ୍ଦେହରେ ଥିବା ଅଫିସରଙ୍କୁ ଜେରା କରାଯିବ ।
ସୋପାନ ସୋପାନ ହୋଇ ତଦନ୍ତ ଜାରି ରହିଛି, ଅପରାଧୀ ନିଶ୍ଚୟ ଧରା ପଡିବେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment