BREAKING
Loading...
:

ମହଙ୍ଗା ଭତ୍ତା ୫ପ୍ରତିଶତ ବୃଦ୍ଧି

 




ମହଙ୍ଗା ଭତ୍ତା ୫ପ୍ରତିଶତ ବୃଦ୍ଧି ।

ମହଙ୍ଗା ଭତ୍ତା ୫% ବୃଦ୍ଧି କଲେ ରାଜ୍ୟ ସରକାର ।

୨୫୭%ରୁ ବୃଦ୍ଧି ପାଇ ୨୬୨% ହେଲା ମହଙ୍ଗା ଭତ୍ତା ।

ପିଛିଲା ଭାବେ ଜାନୁଆରୀରୁ ଲାଗୁ ନେଇ ବିଜ୍ଞପ୍ତି ।

ଜୁଲାଇ ମାସ ଦରମାରେ ମିଳିବ ବର୍ଦ୍ଧିତ ଭତ୍ତା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS