BREAKING
Loading...
:

ଫାଇଲ୍‌ଚୋରି, ମୁଖ୍ୟମନ୍ତ୍ରୀଙ୍କୁ ସିପିଙ୍କ ଅପଡେଟ୍‌ ।

 



ଫାଇଲ୍‌ଚୋରି, ମୁଖ୍ୟମନ୍ତ୍ରୀଙ୍କୁ ସିପିଙ୍କ ଅପଡେଟ୍‌ ।

CMOରୁ ଫାଇଲ ଚୋରି ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ଅପଡେଟ୍‌ କଲେ କମିଶନର ।

ତଦନ୍ତରେ ଅଗ୍ରଗତି ନେଇ ପୋଲିସ କମିଶନର ଓ ଡିସିପିଙ୍କ ସୂଚନା ।

ଫାଇଲ ଚୋରି କରିଥିବା ବ୍ୟକ୍ତି ଅସୁସ୍ଥ ଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ ।

ସୁସ୍ଥ ହେବା ପରେ ସନ୍ଦେହରେ ଥିବା ଅଫିସରଙ୍କୁ ଜେରା କରାଯିବ ।

ସୋପାନ ସୋପାନ ହୋଇ ତଦନ୍ତ ଜାରି ରହିଛି, ଅପରାଧୀ ନିଶ୍ଚୟ ଧରା ପଡିବେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS