ଭୁବନେସ୍ଵର, ଲଗାଣ ବର୍ଷା ଆଶଙ୍କାରେ ସତର୍କ ରହିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ
ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB)କୁ ସରକାରଙ୍କ ନିର୍ଦ୍ଦେଶ ।
ହାଇ ଆଲର୍ଟରେ ରହିବା ଲାଗି ULBଗୁଡ଼ିକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ।
ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସମସ୍ତ ULBକୁ ପରାମର୍ଶ ଦେଇଛନ୍ତି ।
ନାଗରିକଙ୍କ ସୁରକ୍ଷା ଓ ନିରବଚ୍ଛିନ୍ନ ନାଗରିକ ସେବା ଯୋଗାଣକୁ ପ୍ରାଥମିକତା
ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବିଭାଗ ପକ୍ଷରୁ ULBଗୁଡ଼ିକୁ ପରାମର୍ଶ ଜାରି ।
ହଟ୍ସ୍ପଟ୍ ଓ ନିମ୍ନାଞ୍ଚଳରେ ଜଳବନ୍ଦୀ ରୋକିବାକୁ ପରାମର୍ଶ ଜାରି ।
କୌଣସି ସ୍ଥାନରେ ଯେପରି ଜଳ ଜମି ନରୁହେ ଦୃଷ୍ଟି ଦେବାକୁ ପରାମର୍ଶ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ରସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق