ପିଲା ପଢ଼ିବେ ସେୟାର ମାର୍କେଟ୍ ପାଠ ।
କଲେଜ ପିଲା ପଢ଼ିବେ ସେୟାର ମାର୍କେଟ୍ ପାଠ ।
ମାଗଣାରେ ମିଳିବ ମ୍ୟୁଚୁଆଲ ଫଣ୍ଡ, ଇନ୍ୟୁରାନ୍ସ ଓ ଆର୍ଥିକ କାରବାରର ତାଲିମ ।
ବିକମ୍, ବିଏମଏସ, BBA, BA, MBA ଓ ଏମକମ୍ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଶିକ୍ଷା ।
୩୦ଘଣ୍ଟାର ବ୍ୟବସାୟିକ ମ୍ୟୁଚୁଆଲ ଫଣ୍ଡ ସାର୍ଟିଫିକେଟ୍ କୋର୍ସ ପ୍ରଦାନ କରାଯିବ ।
ଏନଆଇଏସଏମ୍ ସାର୍ଟିଫିକେସନ୍ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ କରାଯିବ।
୧ମ ପର୍ଯ୍ୟାୟରେ ଭୁବନେଶ୍ୱର, ବ୍ରହ୍ମପୁର, ଭଦ୍ରକ, ଢେଙ୍କାନାଳ, ଜୟପୁର...
କେନ୍ଦ୍ରାପଡ଼ା, କେନ୍ଦୁଝର, ରାଉରକେଲା ଓ ସମ୍ବଲପୁରରେ କାର୍ଯ୍ୟକାରୀ ହେବ ।
ଚିହ୍ନଟ ୯୭ କଲେଜ ଓ ବିଶ୍ୱବିଦ୍ୟାଳୟରେ ଯୋଜନା କାର୍ଯ୍ୟକାରୀ କରାଯିବ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق