BREAKING
Loading...
:

ରୁଷ୍‌ର ମିସାଇଲ ମାଡ, ୪ ଭାରତୀୟ ମୃତ

 


ରୁଷ୍‌ର ମିସାଇଲ ମାଡ, ୪ ଭାରତୀୟ ମୃତ ।

ୟୁକ୍ରେନ୍‌ ଜାହାଜକୁ Dhawan ମିସାଇଲ ମାଡ଼ : ୪ ଭାରତୀୟ ମୃତ ।

ବାଣିଜ୍ୟିକ ଜାହାଜ ଉପରେ ରୁଷ୍‌ର ମିସାଇଲ ମାଡ଼ ।

ଆକ୍ରମଣ ଓ ମୃତ୍ୟୁ ବାବଦରେ ସ୍ପଷ୍ଟ କଲା ବୈଦେଶିକ ମନ୍ତ୍ରାଳୟ ।

ୟୁକ୍ରେନର ଓଡେସା ବନ୍ଦରରୁ ବାହାରିଥିଲା ମାଲବାହୀ ଜାହାଜ MV Golden Leo ।

ରୁଷ୍‌ ପକ୍ଷରୁ ୩ଟି କ୍ରୁଜ୍ ମିସାଇଲ୍ ମାଡ଼ କରାଯାଇଥିବା ୟୁକ୍ରେନର ସୂଚନା ।

ମିସାଇଲ୍‌ ଆକ୍ରମଣକୁ କଡା ନିନ୍ଦା କଲେ ଭାରତ ସରକାର ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS