BREAKING
Loading...
:

ଏଲନିନୋ ପ୍ରଭାବରେ କମ୍‌ ବର୍ଷା: IMD

 



ଏଲନିନୋ ପ୍ରଭାବରେ କମ୍‌ ବର୍ଷା: IMD

ଚଳିତ ବର୍ଷ ମୌସୁମୀରେ ଏଲ୍‌ ନିନୋର ପ୍ରଭାବ ସମ୍ଭାବନା ରହିଛି,

‘ଏହାର ପ୍ରଭାବରେ ଭାରତରେ ମୌସୁମୀଜନିତ ବର୍ଷା କମ୍‌ ରହିବ’

‘ଏହାର ପ୍ରଭାବରେ ଭାରତରେ ମୌସୁମୀଜନିତ ବର୍ଷା କମ୍‌ ରହିବ’

ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସାଧାରଣ ଯେତିକି ବର୍ଷା ହୁଏ କମ୍‌ ରହିବ’

‘ଉତ୍ତର ଓଡ଼ିଶାରେ ସାଧାରଣଠୁ କମ୍‌ ବର୍ଷା ନେଇ ପୂର୍ବାନୁମାନ ହୋଇଛି’

‘-‘ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ସାମାନ୍ୟ କିମ୍ବା ତାହାଠୁ ଟିକେ ଅଧିକ ବର୍ଷିବ’

‘ଚଳିତ ବର୍ଷ ସ୍ବାଭାବିକଠୁ କମ୍‌ ବା ପ୍ରାୟ ୯୦ ପ୍ରତିଶତ ବର୍ଷା ହେବ’


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS