୭ ଦିନରେ ଭତ୍ତା ସମସ୍ୟାର ସମାଧାନ: ମନ୍ତ୍ରୀ#
ଭତ୍ତା ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀଙ୍କ ବଡ଼ ସୂଚନା*
୭ ଦିନ ଭିତରେ ସମସ୍ୟାର ସମାଧାନ ହେବ କହିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,
'SPARSH ପୋର୍ଟାଲରେ ଟେକ୍ନିକାଲ ସମସ୍ୟା ଥିବାରୁ କାମ ଚାଲିଛି'
କିଛିଦିନ ପାଇଁ ହିତାଧିକାରୀଙ୍କୁ ଅପେକ୍ଷା କରିବାକୁ ପଡ଼ିବ'
ବିରୋଧୀଙ୍କ ପାଖରେ କିଛି ମୁଦ୍ଦା ନଥିବାରୁ ପ୍ରସଙ୍ଗ କରୁଛନ୍ତି'
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق