ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ#
ପୁରୀ: ଶ୍ରୀମନ୍ଦିର ରୋଷ ଘରକୁ ଯାଉଥିବା ବନସ୍ପତି ଘିଅ ଜବତ,
୩୦ ପ୍ୟାକେଟ୍ ବନସ୍ପତି ଜବତ କଲେ ଶ୍ରୀମନ୍ଦିର ସୁରକ୍ଷା କର୍ମୀ,
ସିଂହଦ୍ଵାର ପୋଲିସ୍କୁ ଅବଗତ କଲେ ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ,
କେଉଁ ସୁଆର ରୋଷ ଘରକୁ ବନସ୍ପତି ନେଉଥିଲେ, ସେ ନେଇ ତଦନ୍ତ ଜାରି#
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق