ରଥ ନିର୍ମାଣ କାମ ବନ୍ଦ#
ପୁରୀ: ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ବନ୍ଦ କଲେ ବିଶ୍ୱକର୍ମା ମହାରଣା,
ଖେଇ କାଠ ନେବାକୁ ନେଇ ବିବାଦ ପରେ ରଥ ନିର୍ମାଣ କାମ ବନ୍ଦ,
ପୂର୍ବରୁ ୪ ଫୁଟ୍ ତଳକୁ ଗୋଲେଇ କାଠ ଖେଇ ଭାବେ ନେଉଥିଲେ ମହାରଣା,
ମାତ୍ର ପ୍ରଶାସନର ନିୟମ ଅନୁଯାୟୀ ବଳକା କାଠ ନେବା ଉପରେ କଟକଣା,
ଯାହାକୁ ନେଇ ରଥ ନିର୍ମାଣ କାମ ବନ୍ଦ କରିଛନ୍ତି ବିଶ୍ୱକର୍ମା ମହାରଣା
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق