BREAKING
Loading...
:

କରାଚିରେ ହମଲା; ୬ ଆତଙ୍କୀ ନିହତ

 



କରାଚିରେ ହମଲା; ୬ ଆତଙ୍କୀ ନିହତ ।

ପାକିସ୍ତାନ କରାଚିରେ ଆତ୍ମଘାତୀ ବିସ୍ଫୋରଣ; ୬ ଆତଙ୍କୀ ନିହତ ।

ସେନାର ପାଲଟା ଆକ୍ରମଣରେ ୬ ଆତଙ୍କବାଦୀ ନିହତ ।

କାଲି ପାକିସ୍ତାନ ରେଞ୍ଜର୍ସ ମୁଖ୍ୟାଳୟ ନିକଟରେ ହୋଇଥିଲା ବିସ୍ଫୋରଣ ।

ବିସ୍ଫୋରଣ ଓ ଗୁଳିମାଡ଼ରେ ୪ ଯବାନଙ୍କ ମୃତ୍ୟୁ, ଅନେକ ଆହତ ହୋଇଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS