BREAKING
Loading...
:

ବାଂଲାଦେଶ ପଳାଇଲା ଟିଟୋ#

 



ବାଂଲାଦେଶ ପଳାଇଲା ଟିଟୋ#

ବାଂଲାଦେଶ ପଳାଇଥିବା ସନ୍ଦେହରେ ଗ୍ୟାଙ୍ଗଷ୍ଟର ଟିଟୋ *

ଗ୍ୟାଙ୍ଗଷ୍ଟର ଟିଟୋଙ୍କୁ ଖୋଜୁଛି ପୋଲିସ,

ଜାମିନ୍‌ରେ ମୁକୁଳିବା ପରେ ଟିଟୋ ଫେରାର ସୂଚନା

ଟିଟୋକୁ ବାନ୍ଧିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତତ୍ପରତା

ଟିଟୋର ସହଯୋଗୀଙ୍କୁ ଘନଘନ ଜେରା କରୁଛି ପୋଲିସ,

୪୦ରୁ ଅଧିକ ସଙ୍ଗୀନ ଅପରାଧରେ ସମ୍ପୃକ୍ତ ଗ୍ୟାଙ୍ଗଷ୍ଟର ଟିଟୋ

କେନ୍ଦ୍ରୀୟ ଏଜେନ୍ସି ଓ ଗୁଇନ୍ଦା ସଂସ୍ଥା ସହାୟତାରେ ଖୋଜାଖୋଜି#

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS