*ଧୂଚୁରା ପଡା, ନାଲସନ ମଣ୍ଡେ ଲା, ଫ୍ଲାଏ ଓଭର ପ୍ଲାଷ୍ଟିକ ପାଇପ କାର୍ଯ୍ୟ ର ତଦନ୍ତ କେବେ ?*
ସମ୍ବଲପୁର ମହାନଗର ନିଗମ ଅଧିନସ୍ଥ, ସମ୍ବଲପୁର ସହର ର ମଧ୍ୟସ୍ଥଳୀରେ ଥିବା, ଫ୍ଲାଏ ଓଭର ( ଧୂଚୁରା ପଡା ରୁ, ନାଲସନ ମଣ୍ଡେଲା ଛକ ) ରେ ବ୍ୟବହୃତ ହୋଇଥିବା ପ୍ଲାଷ୍ଟିକ ପାଇପ ର କାର୍ଯ୍ୟ ଅତି ନିମ୍ନ ମାନର ! ଏହି କାର୍ଯ୍ୟ ପାଇଁ, ପୂର୍ତ୍ତ ବିଭାଗ ଓ ଠିକାଦାର ମଧ୍ୟରେ ଥିବା ମଧୁଚନ୍ଦ୍ରିକା ସ୍ପଷ୍ଟ ଭାବରେ ବାରିହୋଇ ପଡେ ଫ୍ଲାଏ ଓଭର ରେ ବ୍ୟବହୃତ ହୋଇଥିବା ପ୍ଲାଷ୍ଟିକ ପାଇପ ଗୁଡିକ ଦେଖି !
ଏହି ପ୍ଲାଷ୍ଟିକ ପାଇପ ଗୁଡିକ ଅତ୍ୟନ୍ତ ନିମ୍ନ ମାନର ବୋଲି ବାରି ହୋଇ ପଡୁଥିବା ଦେଖିବାକୁ ମିଳେ !
ଏହି ପାଇପ କାର୍ଯ୍ୟରେ, ସମ୍ବଲପୁର ପୂର୍ତ୍ତ ବିଭାଗ କେତେ ସରକାରୀ ଟଙ୍କା ବ୍ୟୟ କରିଛି ତାହାର ବିଧିବଦ୍ଧ ତଦନ୍ତ ସମ୍ବଲପୁର ଜିଲ୍ଲା ପାଳ କରିବା ଜରୁରୀ ବୋଲି ସାଧାରଣରେ ଚର୍ଚ୍ଚା ହେଉଅଛି !
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق