*ଟ୍ରେନ୍ରେ ଗୋଟିଏ ଆମ୍ବୁଲାନ୍ସରେ ଆଉ ଏକପ୍ରସବ*#
କଟକ: ଚଳନ୍ତା ଟ୍ରେନରେ ପ୍ରସବ କଲେ ମହିଳା ଯାତ୍ରୀ,
ରାଉରକେଲା-ଗୁଣପୁର ରାଜାରାଣୀ ଏକ୍ସପ୍ରେସରେ ଶିଶୁପୁତ୍ର ଜନ୍ମ,
ଜେନେରାଲ୍ କୋଚ୍ରେ ଯାତ୍ରା ବେଳେ ପ୍ରସବ ବେଦନା ହୋଇଥିଲା,
ରେଲ୍ ମଦଦରେ ଅଭିଯୋଗ ପରେ କଟକ ଷ୍ଟେସନରେ ପହଞ୍ଚିଥିଲା RPF ଟିମ୍,
ହେଲେ ସେତେବେଳକୁ ଶିଶୁକୁ ଜନ୍ମ ଦେଇ ସାରିଥିଲେ ମହିଳା,
RPF କର୍ମଚାରୀ ମହିଳାଙ୍କ ପାଇଁ ଜରୁରୀ ସହାୟତା ବ୍ୟବସ୍ଥା କରିଥିଲେ,
ପୁଣି ବେଦନା ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ SCB ପଠାଯାଇଥିଲା।
ହସ୍ପିଟାଲ ନେବା ବାଟରେ ଆମ୍ବୁଲାନ୍ସରେ ଦ୍ୱିତୀୟ ଶିଶୁ ଜନ୍ମ ଦେଇଥିଲେ।
ମା ଓ ଉଭୟ ନବଜାତ ସୁସ୍ଥ ଥିବା ସୂଚନା, RPFକୁ ଯାତ୍ରୀମାନଙ୍କ ଭୁରିଭୁରି ପ୍ରଶଂସା ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق