BREAKING
Loading...
:

ଜୁଲାଇ ୪ରେ ବଡମ୍ବା ଗସ୍ତରେ ଆସୁଛନ୍ତି ଗୃହ ମନ୍ତ୍ରୀ, ସମବାୟ ପ୍ରକଳ୍ପର ଶିଳାନ୍ୟାସ କରିବେ ଅମିତ ଶାହ

 ଜୁଲାଇ ୪ରେ ବଡମ୍ବା ଗସ୍ତରେ ଆସୁଛନ୍ତି ଗୃହ ମନ୍ତ୍ରୀ,   ସମବାୟ ପ୍ରକଳ୍ପର ଶିଳାନ୍ୟାସ କରିବେ ଅମିତ ଶାହ



ଏବେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅମିତ ଶାହ ତାଙ୍କର ଦିନିକିଆ ଗସ୍ତ ଅବସରରେ ବଡ଼ମ୍ବା ଚିନିକଳ ସମେତ ବଲାଙ୍ଗୀର ଓ ନୟାଗଡ଼ ଚିନି କଳର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ପାଇଁ ଶିଳାନ୍ୟାସ କରିବେ।


କିନ୍ତୁ କେତୋଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ଚୂଡାନ୍ତ ହୋଇନାହିଁ । ତେବେ ବିଗତ ଦିନରେ ଶାହା ଓଡ଼ିଶା ଗସ୍ତରେ ଆସୁଛନ୍ତି ବୋଲି ବାରମ୍ବାର ବିଭିନ୍ନ ତାରିଖ ପ୍ରକାଶ କରା ଯାଇଥିଲା। ହେଲେ ଏହିପରି ଅନେକ ଖବର ପ୍ରକାଶ ପାଇବା ପରେ ଶାହାଙ୍କ ଗସ୍ତ ବାତିଲ ହୋଇଥିବା ସେ ସମୟରେ କୁହା ଯାଇଥିଲା।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS