ରାୟଗଡ଼ା ବର୍ବରତା:ଗିରଫ ସଂଖ୍ୟା ୨୦କୁ ବୃଦ୍ଧି#
ରାୟଗଡ଼ା: ଏନ୍ଜିଓ କର୍ମୀଙ୍କୁ ମାଡ଼ ଘଟଣାରେ ଗିରଫ ସଂଖ୍ୟା ୨୦କୁ ବୃଦ୍ଧି।
ଆଜି ୪ ଗିରଫ, ପୂର୍ବରୁ ୧୬ ଜଣଙ୍କୁ ଗିରଫ କରିଥିଲା କଲ୍ୟାଣସିଂପୁର ପୋଲିସ୍।
ଇଣ୍ଟାଲିଗୁଡ଼ାରେ ପିଲା ଚୋରି ସନ୍ଦେହରେ ୨ ଏନ୍ଜିଓ କର୍ମୀଙ୍କୁ ମାଡ଼ ହୋଇଥିଲା।
ଯୁବତୀଙ୍କୁ ବିବସ୍ତ୍ର କରି ନିର୍ଯାତନା ଦେବା ସହ ଯୁବକଙ୍କୁ ମାଡ଼ ମାରିଥିଲେ ଲୋକେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق