BREAKING
Loading...
:

କୋରାପୁଟ ରେ ପେନସନ ଅଦାଲତ ଅନୁଷ୍ଠିତ

 କୋରାପୁଟ ରେ ପେନସନ ଅଦାଲତ ଅନୁଷ୍ଠିତ l

 



ସ୍ଥାନୀୟ ସଦଭାବନା ଗୃହ ଠାରେ ପେନସନ ଅଦାଲତ ଅନୁଷ୍ଠିତ ହୋଇଯାଇଛି ସାଧାରଣ ପ୍ରଶାସନ ବିଭାଗ ର ବରିଷ୍ଠ ପଦାଧିକାରୀ ଆଜିର ବୌଠକ ରେ ଉପସ୍ଥିତ ରହି କୋରାପୁଟ ମାଲକାନଗିରି ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ ସରକାରୀ ବିଭାଗ ରେ କାଯ୍ୟ କରି ଅବସରପ୍ରାପ୍ତ ହୋଇଥିବା କର୍ମଚାରୀ ଙ୍କ ପେନସନ କୁ ନେଇ ଅଭାବ ଅସୁବିଧା ଗୁଡିକ ବୁଝିବା ଯାଏଁ ସହ ଯାହାବି ବକେୟା କାମ ଗୁଡିକୁ ଯଥାସ୍ରିଘ୍ର ସଂପନ୍ନ କରିବାକୁ ସମସ୍ତ ବିଭାଗ କୁ ନିର୍ଦେଶ ଦେଇଥିଲେ ଏଥିରେ ଶିକ୍ଷା ବିଭାଗ ଠୁ ଆରମ୍ଭ କରି ସ୍ବlସ୍ଥ୍ୟ ବିଭାଗ ଯାଏଁ ସମସ୍ତ ବିଭାଗ ର ଅଧିକାରୀ ଉପସ୍ଥିତ ଥିବା ବେଳେ କୋରାପୁଟ ଜିଲ୍ଲା ପାଳ ଅଧ୍ୟକ୍ଷତା କରିଥିଲେ l କୋରାପୁଟ ରୁ 342କେସ ଥିବା ବେଳେ ମାଲକାନଗିରି ରୁ 147ଓ ନବରଙ୍ଗପୁର ରୁ 267କେସ ଆଜି ପଞ୍ଜିକରଣ ହୋଇଥିବାର ଜଣାପଡିଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS